ଚକ୍ରମୁଣୋହି Chakramuṇohi

  • ପ୍ରାଦେ. (ପୁରୀ) ବି — ଜଗନ୍ନାଥ ମନ୍ଦିରର ନୀଳଚକ୍ରକୁ ଦେଖାଇ ଦେବତାଙ୍କ ନାମରେ ଉତ୍ସର୍ଗୀକୃତ ଭୋଗ — The offerings made to the deity Jagannātha by showing to the discus over the temple
  • ପ୍ରାଦେ. (ପୁରୀ) ବି — [ଦ୍ର—ଯାତ୍ରା ଆଦିର ଭିଡ଼ ସମୟରେ ଜଗନ୍ନାଥଙ୍କ ଛାମୁକୁ ଯାଇଁ ନୈବେଦ୍ୟ ଦେବାର ସୁଯୋଗ ନ ମିଳିଲେ ଏପରି କରାଯାଏ।]