ଚକ୍ରମୀମାଂସା Chakramīmāṁsā
- ସଂ. ବି — ବୈଷ୍ଣବମାନଙ୍କର ଚକ୍ରମୁଦ୍ରା ଧାରଣ କରିବାର ବିଧି (ହି. ଶବ୍ଦସାଗର) — The ritual for the Ba̲i̱shṇabas and getting a stamp put on their body
- ସଂ. ବି — ବିଜୟେନ୍ଦ୍ର ସ୍ୱାମୀଙ୍କ ରଚିତ ଚକ୍ରମୁଦ୍ରା ଧାରଣବିଧି ସଂବଳିତ ଗ୍ରନ୍ଥବିଶେଷ — Name of a sanscrit treatise