ଚକ୍ରମଣ୍ତଳୀ Chakramaṇḍaḻī

  • ସଂ. ବି (ଚକ୍ର+ମଣ୍ତଳ+ଇନ୍; 1 ମା. 1 ବ.) — ଗୋଖୁରସାପ (ଯାହା ଫଣାରେ ଚକ୍ର ଚିହ୍ନ ଥାଏ) — A species of cobra (having circlets on the fang)
  • ସଂ. ବି (ଚକ୍ର+ମଣ୍ତଳ+ଇନ୍; 1 ମା. 1 ବ.) — ଅଜଗର ସାପ (ହି. ଶବ୍ଦସାଗର) — Boa constrictor