ଚକ୍ରଭ୍ରମ Chakrabhrama

  • ସଂ. ବି. (ଚକ୍ର+ଭ୍ରମ) — ( 6 ଷ୍ଠୀ ତତ୍) ଚକର ଘୂରିବା — (6ଷ୍ଠୀ ତତ୍) ଚକର ଘୂରିବା— . Revolution of a wheel
  • ସଂ. ବି. (ଚକ୍ର+ଭ୍ରମ) — (ବହୁବ୍ରୀହି) କୁନ୍ଦିବା ଯନ୍ତ୍ର; ଶାଖଯନ୍ତ୍ର — Turning lath
  • ସଂ. ବି. (ଚକ୍ର+ଭ୍ରମ) — ଚକି — Grind stone