ଚକ୍ରପାଣି Chakarapāṇi

  • ସଂ. ବିଣ (ବହୁବ୍ରୀହି) — ଚକ୍ରଧାରଣ କରିବା ବ୍ଯକ୍ତି — One who holds a discus; holding a discus in the hand
  • ସଂ. ବି ପୁଂ — ବିଷ୍ଣୁ — Bishnu
  • ଦେ. ବି. ପୁଂ — ଲୋକଙ୍କ ନାମ — Name given to males