ଚକ୍ରନାମା Chakranāmā

  • ସଂ. ବି (ଚକ୍ର+ନାମନ୍; 1 ମା. 1 ବଚନ) — ଚକ୍ରବାକ ପକ୍ଷୀ — Ruddy goose
  • ସଂ. ବି (ଚକ୍ର+ନାମନ୍; 1 ମା. 1 ବଚନ) — ଲୌହ ସଙ୍ଗେ ଅନ୍ଯ ଧାତୁ ମିଶ୍ରିତ ଖଣିଜ ଦ୍ରବ୍ୟ; ମାକ୍ଷିକ ଧାତୁ — A pyritic ore of iron (Apte)