ଚକ୍ରଧାରା Chakradhārā
- ସଂ. ବି ( 6 ଷ୍ଠୀ ତତ୍; ଚକ୍ର+ଧାରା) — ଚକର ପରିଧି — Periphery of a wheel
- ସଂ. ବି ( 6 ଷ୍ଠୀ ତତ୍; ଚକ୍ର+ଧାରା) — 1100 ଶତାବ୍ଦୀ ଠାରୁ 1500 ଶତାବ୍ଦୀ ମଧ୍ୟରେ ଚରିତ ଯନ୍ତ୍ର ଚିନ୍ତାମଣି ନାମକ ବେଧ ଗ୍ରନ୍ଥ — 1100ଶତାବ୍ଦୀ ଠାରୁ1500ଶତାବ୍ଦୀ ମଧ୍ୟରେ ଚରିତ ଯନ୍ତ୍ର ଚିନ୍ତାମଣି ନାମକ ବେଧ ଗ୍ରନ୍ଥ—Name of an astronomical treatise
- ସଂ. ବି ( 6 ଷ୍ଠୀ ତତ୍; ଚକ୍ର+ଧାରା) — [ଦ୍ର—ଏହାଙ୍କ ଯନ୍ତ୍ର ତୂରୀୟ ଯନ୍ତ୍ର — Quadrant.]