ଚକ୍ରଦଣ୍ଡ Chakradaṇḍa
- ସଂ. ବି — ଏକପ୍ରକାର କସରତ ବା ଦଣ୍ଡ (ହି. ଶବ୍ଦସାଗର) — A kind of physical exercise
- ସଂ. ବି — [ଦ୍ର—ଏଥିରେ ସାଧକ ଦୁଇ ହାତକୁ ଭୂମିରେ ଲଗାଇ ଥରେ ଦଣ୍ଡ କରିବା ପରେ ଦୁଇ ଗୋଡ଼କୁ ଉଠାଇ ଏକ ହାତକୁ ଟେକି ଦେଇ ଗୋଡ଼କୁ କୁମ୍ଭାର ଚକ୍ର ପରି ଯଥାକ୍ରମେ ବାମ ଓ ଡାହାଣ ହାତ ତଳେ ବୁଲାଇ ଆଣନ୍ତି।]