ଚକ୍ରକାରକ Chakrakāraka

  • ସଂ. ବି — ଲୁହାକଣ୍ଟା — Iron nail
  • ସଂ. ବି — ସୁଗନ୍ଧବିଶେଷ — A kind of perfume
  • ସଂ. ବି — ହାତର ନଖ (ହି. ଶବ୍ଦସାଗର) — Finger-nail of the hand