ଚକ୍କର ଖାଇବା Chakorakhāibā
- ଦେ. କ୍ରି — ମୁଣ୍ଡ ବୁଲାଇବା — To feel dizziness in the head
- ଦେ. କ୍ରି — ଚକ୍ର ପରି ଘୂରିବା — To revolve round
- ଦେ. କ୍ରି — ଘୋଡ଼ାକୁ ଚକ୍ରାକାର ଗତି କରାଇବା — To make a horse perform a wheeling motion
- ଦେ. କ୍ରି — ଚକ୍ରାକାର ବିସ୍ତୃତ ଭୂଖଣ୍ଡରେ ବୃତ୍ତାକାର ଆୟତନରେ ଘୋଡ଼ାକୁ ଦଉଡ଼ାଇ ଆଣି ସ୍ୱସ୍ଥାନରେ ପହଞ୍ଚାଇବା — To make the horse run over a large circuit