ଚକିଗୁଡ଼ Chakiguṟḍ̠a

  • ଦେ. ବି — ଆଖାରେ ଗୋଲାକାର ପୋଟଳା ପରି ବନ୍ଧା ହୋଇ ଥିବା ଗୁଡ଼ — Molasses made into round blocks and rolled in gunny-bags
  • ଦେ. ବି — [ଦ୍ର—ଗୟା ଓ ୱାସିଲ ଗଞ୍ଜରେ ଏହିପରି ଗୁଡ଼ ପ୍ରସ୍ତୁତ ହୁଏ।]