ଚକିଆଇବା Chakiāibā

  • ଦେ. କ୍ରି (ସଂ. ଚକ୍ର) — ଚେକିଆଇବା (ଦେଖ) — Chekiāibā (See)
  • ଦେ. କ୍ରି (ସଂ. ଚକ୍ର) — ଚଢ଼ାଇ ଉନ୍ନତ ସୁଖ ପାଦପେ ଚକିଆଇ ମୂଳୁଁ କାଟିଲେ କୋପେ—କବିସୂର୍ଯ୍ୟ, କବିତା