ଚକାସ୍ (ଧାତୁ) Chakās (root)

  • ସଂ. — ଦୀପ୍ତିପାଇବା — To glitter; to shine
  • ସଂ. — (ଲକ୍ଷଣାର୍ଥ) ସୁଖୀ ହେବା — To be happy
  • ସଂ. — ଦୀପ୍ତି କରିବା; ଉଜ୍ଜ୍ୱଳ କରିବା — To brighten; to illuminate