ଚକାସିତ Chakāsita

  • ସଂ. ବିଣ (ଚକାସ୍ ଧାତୁ+ତ) — (+କର୍ତ୍ତୃ. ତ) ଦୀପ୍ତ; ଉଜ୍ଜ୍ୱଳ — Glittering; bright; splendid shining
  • ସଂ. ବିଣ (ଚକାସ୍ ଧାତୁ+ତ) — ଅଳଙ୍କୃତ; ଶୋଭିତ — Adorned
  • ସଂ. ବିଣ (ଚକାସ୍ ଧାତୁ+ତ) — (+କର୍ମ+ଅ) ଆଲୋକିତ; ପ୍ରକାଶିତ — Lighted; illuminated
  • ସଂ. ବିଣ (ଚକାସ୍ ଧାତୁ+ତ) — ସୁନ୍ଦର — Beautiful