ଚକାଡୋଳା Chakāḍoḻā

  • ଦେ. ବି. ଓ ବିଣ. — ଚକାଆଖି (ଦେଖ) — Chakāākhi (See)
  • ଦେ. ବି. ଓ ବିଣ. — କଳା ଆଖି ଚକାଡ଼ୋଳା ସୁରଙ୍ଗ ଅଧର, ଯେହୁ ଅବଲୋକନ କରନ୍ତି ନିରନ୍ତର। ପ୍ରାଚୀ, ନଳଚରିତ।