ଚକାଛାଆଣି Chakāchhāāṇi

  • ଦେ. ବି. (ଚକ୍ର+ଛାଦନ) — ଚେକା ଛାଉଣି; ମାଟିବନ୍ଧଆଦି ପାଣିରେ ଧୋଇ ନ ଯିବା ଏଥିପାଇଁ ତହିଁ ଉପରେ ଘାସ ଆଦିର ଚେକା ବିଛାଇବା — Laying of turf on earth; turfing