ଚକରେ ଗଢ଼ିବା Chakarregaṟḍ̠ẖibā
- ଦେ. କ୍ରି—(କୁମ୍ଭାର ଚକଦ୍ୱାରା ହାଣ୍ଡି ଆଦି ଗଢ଼ିବା ଅର୍ଥରୁ) — (ଲକ୍ଷଣାର୍ଥ) ନ ଥିବା ପଦାର୍ଥକୁ ଉତ୍ପାଦନ କରିବା — (figurative) To bring a thing in to existence
- ଦେ. କ୍ରି—(କୁମ୍ଭାର ଚକଦ୍ୱାରା ହାଣ୍ଡି ଆଦି ଗଢ଼ିବା ଅର୍ଥରୁ) — ଚକରେ ବର ଗଢ଼ିବ ନାଁ, ସରଗରୁ ତୋଳି ଆଣିବ— କୁନ୍ତଳାକୁମାରୀ, ନଅତୁଣ୍ଡୀ।