ଚକମକି Chakamaki
- ଦେ. ବି (ତୁର୍କୀ. ଚକ୍ମକ=ହଠାତ୍ ଆଲୁଅ ମାରିବା, ଯଥା— ବିଦ୍ୟୁତ୍) — ନିଆଁ ଝାଡ଼ିବାର ପଥର (ଖଣ୍ତେ ବାଲିଗରଡ଼ା ଓ ଖଣ୍ଡେ ଲୁହା) — Flint and steel for striking out fire
- ଦେ. ବି (ତୁର୍କୀ. ଚକ୍ମକ=ହଠାତ୍ ଆଲୁଅ ମାରିବା, ଯଥା— ବିଦ୍ୟୁତ୍) — ଯେଉଁ ଟାଣୁଆ ପଥରରେ ଅନ୍ୟପଥର ବା ଲୁହା ଆଘାତ କଲେ ନିଆଁ ବାହାରେ — Flint
- ଦେ. ବି (ତୁର୍କୀ. ଚକ୍ମକ=ହଠାତ୍ ଆଲୁଅ ମାରିବା, ଯଥା— ବିଦ୍ୟୁତ୍) — ଝଟକ; ବିଦ୍ୟୁତ୍ର ଝଟକ — The striking out of lightning; sudden glow of lightning
- ଦେ. ବିଣ — ଚକମକି ଲଗାଯାଇଥିବା (ବନ୍ଧୁକ) — (gun) Having a flint