ଚକତି Chakati

  • ଦେ. ବି. (ସଂ. ଚକ୍ରବତ୍ ବା ଚକ୍ର+ପତ୍ର) — ଧାତୁ, ଚମଡ଼ା, ମୋଟ କାଗଜ ବା କନାର ଗୋଲ ପତଳା ଛୋଟ ଖଣ୍ଡ; ଟିକିଲି; ତାଳି — A small circular bit of thin metal, leather, tough paper or cloth