ଚକବନ୍ଦୀ Chakabandī
- ଦେ. ବି.—(ସଂ. ଚକ୍ର+ବନ୍ଧ ଧାତୁ) — ଗ୍ରାମର ସୀମା— ନିରୂପଣ — Ascertaining the boundary of a village
- ଦେ. ବି.—(ସଂ. ଚକ୍ର+ବନ୍ଧ ଧାତୁ) — ଖଣ୍ଡ ଖଣ୍ଡ କରି ଭୂମିର ଭାଗକରଣ — Allotment of land by lots
- ଦେ. ବି.—(ସଂ. ଚକ୍ର+ବନ୍ଧ ଧାତୁ) — ଭୂସମ୍ପତ୍ତି (ଜ୍ଞାନେଦ୍ର) — An estate
- ଦେ. ବି.—(ସଂ. ଚକ୍ର+ବନ୍ଧ ଧାତୁ) — ରାଜସ୍ୱ ବା ପୁଲିସ ଅଧିକାରର ସୀମା (ଜ୍ଞାନେଦ୍ର) — The limit of a Revenue or Police jurisdiction