ଚକଟ ମନ୍ଥନ Chakaṭa manthana

  • ଦେ. ବି — ଚକଟାମନ୍ଥା; କୌଣସି ବିଷୟର ପୁଙ୍ଖାନୁପୁଙ୍ଖରୂପେ ଅନୁସନ୍ଧାନ ବା ଆଲୋଚନା — Thorough or sifting enquiry or discussion of any matter
  • ଦେ. ବି — ବିଶେଷ ଆନ୍ଦୋଳନ — Great agitation