ଚକଚାନ୍ଦି Chakachāndi

  • ଦେ. ବି (ସଂ. ଚକ୍ର ଓ ଚତୁସ୍) — କିଂକର୍ତ୍ତବ୍ଯବିମୂଢ଼ତା; ଧନ୍ଦକା; ଘାବରା; ବିହ୍ୱଳତା — State of being confounded; bewilderment
  • ଦେ. ବି (ସଂ. ଚକ୍ର ଓ ଚତୁସ୍) — ଅତ୍ୟନ୍ତ ଅଧିକ ଆଲୋକ ଦେଖି ଆଖି ଝଲସି ଯିବା — The state of the eyes becoming dazzled by excessive glare of light
  • ଦେ. ବି (ସଂ. ଚକ୍ର ଓ ଚତୁସ୍) — (ଯଥା—ମତେ ଚକଚାନ୍ଦି ଲାଗିଗଲା; ମୋର ଚକଚାନ୍ଦି ବୁଲିଗଲା।)
  • ଦେ. ବି (ସଂ. ଚକ୍ର ଓ ଚତୁସ୍) — ବହୁତ ବାଟ ଚାଲିବା ଯୋଗୁ ତଳିପାରେ ହେବା ବ୍ଯଥାଯୁକ୍ତ ବ୍ରଣ; ତଳିପାରେ ଚାନ୍ଦି ଫୁଟିଯିବା — Foot-sore due to excessive walking
  • ଦେ. ବି (ସଂ. ଚକ୍ର ଓ ଚତୁସ୍) — ବିଶେଷ ଉଦ୍ବେଗ ବା ଚିନ୍ତା ଯୋଗୁଁ ମନରେ ଜନ୍ମିବା ଅସ୍ଥିରତା — Uneasiness or restlessness due to anxiety