ଚକଚାନ୍ଦି ଉଠିବା Chakachāndi uṭhibā

  • ଦେ. ବି — କିଂକର୍ତ୍ତବ୍ଯବିମୁଢ଼ତା ଉପସ୍ଥିତ ହେବା; ଉଦ୍ବେଗ ଯୋଗୁଁ ଅସ୍ଥିର ହେବା — Becoming extremely restless through anxiety; being bewildered
  • ଦେ. ବି — ବହୁତ ବାଟ ଚାଲିବା ଯୋଗୁଁ ଗୋଡ଼ ତଳିପାରେ ବ୍ରଣ ହେବା; ଚାନ୍ଦି ଫୁଟିଯିବା — Having foot-sores