ଚକଚକିଆ Chakachakiā

  • ଦେ. ବିଣ (ସଂ. ଚାକଚକ୍ୟ) — ଚକ୍ଚକ୍ (ଦେଖ) — Chakchak (See)
  • ଦେ. ବିଣ (ସଂ. ଚାକଚକ୍ୟ) — ପିନ୍ଧି ନୂଆ ଚକଚକିଆ ପୋଷାକ—ରାଧାନାଥ, ଦରବାର।