ଚଉହତ୍ତା Chauhattā
- ଦେ. ବିଣ.—(ସଂ. ଚତୁର୍+ଆ ଉହାତହ୍) — ଚାରି ଦିଗରେ ବାଡ଼ ବା ପ୍ରାଚୀରଦ୍ୱାରା ବେଷ୍ଟନ କରା ଯାଇ — Surrounded by a compound wall on all sides
- ଦେ. ବିଣ.—(ସଂ. ଚତୁର୍+ଆ ଉହାତହ୍) — (ସଂ. ଚତୁଃ+ହସ୍ତା)—ହୃଷ୍ଟପୁଷ୍ଟ ଓ ବଳବାନ୍ (ମରଦ) — Tall and strong (man)
- ଦେ. ବିଣ.—(ସଂ. ଚତୁର୍+ଆ ଉହାତହ୍) — [ଦ୍ର—ସାଧାରଣ ଲୋକେ ଉଚ୍ଚରେ 3 ୳ ହାତ ହୁଅନ୍ତି, ଚାରି ହାତ ଡେଙ୍ଗା ଲୋକ ସାଧାରଣଙ୍କ ଅପେକ୍ଷା ବଡ଼।] — [ଦ୍ର—ସାଧାରଣ ଲୋକେ ଉଚ୍ଚରେ3୳ ହାତ ହୁଅନ୍ତି, ଚାରି ହାତ ଡେଙ୍ଗା ଲୋକ ସାଧାରଣଙ୍କ ଅପେକ୍ଷା ବଡ଼]
- ଦେ. ବି — ଚାରିପାଖେ ବୁଲିଥିବା ପାଚେରୀ — A compound-wall raised round a place