ଚଉସ୍ତରି Chaustari

  • ଦେ. ବି.—(ସଂ. ଚତୁଃସପ୍ତତି; ପ୍ରା, ଚୌହତ୍ତରି) — ସତୁରି ଅପେକ୍ଷା ଚାରି ଅଧିକ ସଂଖ୍ୟା; 74 — ସତୁରି ଅପେକ୍ଷା ଚାରି ଅଧିକ ସଂଖ୍ୟା;74— 74; seventy-four
  • ଦେ. ବିଣ— — 74 ସଂଖ୍ୟକ — 74ସଂଖ୍ୟକ— Numbering 74