ଚଉଷଠି କଳା Chaushaṭhi kaḻā
- ଦେ. ବି. (ସଂ. ଚତୁଷଷ୍ଟି ଓ କଳା) — ଚଉଷଠି ପ୍ରକାର କଳା ବିଦ୍ୟା (ଯାହା କି ପ୍ରତ୍ୟେକ ସୁଶିକ୍ଷିତା ରସିକା ସ୍ତ୍ରୀଙ୍କର ଶିକ୍ଷା କରିବା କର୍ତ୍ତବ୍ୟ) — Sixty-four kinds of fine arts according to the Hindu Ṡāstras (which a woman must learn before she becomes perfect)
- ଦେ. ବି. (ସଂ. ଚତୁଷଷ୍ଟି ଓ କଳା) — [ଦ୍ର—ଶୁକ୍ରନୀତି ମତରେ 64 କଳା ଯଥା— 1 ସଙ୍ଗୀତ, 2 ନୃତ୍ୟ, 3 ବାଦ୍ୟ, 4 ଉଦକ ବାଦ୍ୟ, 5 ନାଟ୍ୟାଭିନୟ, 6 ରୂପ— ବିଧାନ, 7 ତିଳକ ରଚନା, 8 ବେଶ ରଚନା, 9 ଅଙ୍ଗରଞ୍ଜନ, 10 ମୁଣ୍ଡରେ ପୁଷ୍ଣବିନ୍ୟାସ, 11 କେଶବିନ୍ୟାସ, 12 ପୁଷ୍ପଶଯ୍ୟା— ରଚନା, 13 ମାଳ ଗୁନ୍ଥିବା, 14 ଗନ୍ଧଦ୍ରବ୍ୟ ପ୍ରସ୍ତୁତ କରିବା, 15 ଚିତ୍ରବିଦ୍ୟା, 16 ପ୍ରତିମା ନିର୍ମାଣ, 17 ବୈଜୟକୀ ବିଦ୍ୟା, 18 ବୃକ୍ଷାୟୁର୍ବେଦ ବିଦ୍ୟା, 19 ପାକକ୍ରିୟା, 20 ପାନୀୟରଚନା, 21 ବଢ଼େଇ କର୍ମ. 22 ସୂତା କାଟିବା, 23 ବେତ ବାଉଁଶ ବୁଣିବା, 24 ଶୟନରଚନା, 25 ସୂଚୀକର୍ମ, 26 ଅଳଙ୍କାର ପିନ୍ଧିବା, 27 ଶିଶୁ କ୍ରୀଡ଼ନକ, 28 ଅଳଙ୍କାର ନିର୍ମାଣ, 29 ତଣ୍ଡୂଳକୁସୁମ— ବିକାର, 30 ହୀରା କାଟିବା, 31 ମଣିଭୂମିକା, 32 ବାସ୍ତୁବିଦ୍ୟା, 33 ମଣିରାଗ ବିଜ୍ଞାନ, 34 ସ୍ୱର୍ଣ୍ଣ ରୌପ୍ୟ ପରୀକ୍ଷା, 35 ଖନି ବିଦ୍ୟା, 36 ଧାତୁ ରସାୟନ, 37 ଇନ୍ଦ୍ରଜାଲ, 38 ବସ୍ତ୍ର ଗୋପନ, 39 ଚିତ୍ର ପ୍ରଦର୍ଶନ, 40 ହସ୍ତଲାଘବ, 41 ସୂତ୍ରକ୍ରୀଡ଼ା, 42 ମେଷ କୁକ୍କୁଟ ଯୁଦ୍ଧ, 43 ଶୁକସାରୀକା ପଢ଼ାଇବା, 44 ଦ୍ୟୁତ କ୍ରୀଡ଼ା, 45 ଆକର୍ଷ କ୍ରୀଡ଼ା, 46 ଅଭିଧାନ, 47 ଦେଶ ଭାଷା, 48 ବିବିଧ ଭାଷା, 49 ବୈନାୟକୀ ବିଦ୍ୟା, 50 କାବ୍ୟସମସ୍ୟା. 51 ଅକ୍ଷର— ମୁଷ୍ଟିକା କଥନ, 52 ଗ୍ରନ୍ଥ ପାଠ, 53 ନାଟକ ଜ୍ଞାନ, 54 ମାନସୀ କାର୍ଯ୍ୟ 55 ପ୍ରହେଳିକା, 56 ଯନ୍ତ୍ରମାତୃକା, 57 ଜଳସ୍ତମ୍ଭ ବିଦ୍ୟା, 58 ବସ୍ତୁଚ୍ୟୁତ ବିଦ୍ୟା, 59 ଦୁର୍ବାଚକ ଯୋଗ, 60 ବାୟୁ ମେଘ ବିଦ୍ୟା, 61 ଧାରଣ ମାତୃକା, 62 କ୍ରିୟା କୌଶଳ. 63 ଛଳିତକ (ନାଟକଭେଦ), 64 ବୈତାଳିକ ଜ୍ଞାନ।] — [ଦ୍ର—ଶୁକ୍ରନୀତି ମତରେ64କଳା ଯଥା—1ସଙ୍ଗୀତ,2ନୃତ୍ୟ,3ବାଦ୍ୟ,4ଉଦକ ବାଦ୍ୟ,5ନାଟ୍ୟାଭିନୟ,6ରୂପ— ବିଧାନ,7ତିଳକ ରଚନା,8ବେଶ ରଚନା,9ଅଙ୍ଗରଞ୍ଜନ,10ମୁଣ୍ଡରେ ପୁଷ୍ଣବିନ୍ୟାସ,11କେଶବିନ୍ୟାସ,12ପୁଷ୍ପଶଯ୍ୟା— ରଚନା,13ମାଳ ଗୁନ୍ଥିବା,14ଗନ୍ଧଦ୍ରବ୍ୟ ପ୍ରସ୍ତୁତ କରିବା,15ଚିତ୍ରବିଦ୍ୟା,16ପ୍ରତିମା ନିର୍ମାଣ,17ବୈଜୟକୀ ବିଦ୍ୟା,18ବୃକ୍ଷାୟୁର୍ବେଦ ବିଦ୍ୟା,19ପାକକ୍ରିୟା,20ପାନୀୟରଚନା,21ବଢ଼େଇ କର୍ମ.22ସୂତା କାଟିବା,23ବେତ ବାଉଁଶ ବୁଣିବା,24ଶୟନରଚନା,25ସୂଚୀକର୍ମ,26ଅଳଙ୍କାର ପିନ୍ଧିବା,27ଶିଶୁ କ୍ରୀଡ଼ନକ,28ଅଳଙ୍କାର ନିର୍ମାଣ,29ତଣ୍ଡୂଳକୁସୁମ— ବିକାର,30ହୀରା କାଟିବା,31ମଣିଭୂମିକା,32ବାସ୍ତୁବିଦ୍ୟା,33ମଣିରାଗ ବିଜ୍ଞାନ,34ସ୍ୱର୍ଣ୍ଣ ରୌପ୍ୟ ପରୀକ୍ଷା,35ଖନି ବିଦ୍ୟା,36ଧାତୁ ରସାୟନ,37ଇନ୍ଦ୍ରଜାଲ,38ବସ୍ତ୍ର ଗୋପନ,39ଚିତ୍ର ପ୍ରଦର୍ଶନ,40ହସ୍ତଲାଘବ,41ସୂତ୍ରକ୍ରୀଡ଼ା,42ମେଷ କୁକ୍କୁଟ ଯୁଦ୍ଧ,43ଶୁକସାରୀକା ପଢ଼ାଇବା,44ଦ୍ୟୁତ କ୍ରୀଡ଼ା,45ଆକର୍ଷ କ୍ରୀଡ଼ା,46ଅଭିଧାନ,47ଦେଶ ଭାଷା,48ବିବିଧ ଭାଷା,49ବୈନାୟକୀ ବିଦ୍ୟା,50କାବ୍ୟସମସ୍ୟା.51ଅକ୍ଷର— ମୁଷ୍ଟିକା କଥନ,52ଗ୍ରନ୍ଥ ପାଠ,53ନାଟକ ଜ୍ଞାନ,54ମାନସୀ କାର୍ଯ୍ୟ55ପ୍ରହେଳିକା,56ଯନ୍ତ୍ରମାତୃକା,57ଜଳସ୍ତମ୍ଭ ବିଦ୍ୟା,58ବସ୍ତୁଚ୍ୟୁତ ବିଦ୍ୟା,59ଦୁର୍ବାଚକ ଯୋଗ,60ବାୟୁ ମେଘ ବିଦ୍ୟା,61ଧାରଣ ମାତୃକା,62କ୍ରିୟା କୌଶଳ.63ଛଳିତକ (ନାଟକଭେଦ),64ବୈତାଳିକ ଜ୍ଞାନ]