ଚଉଶିଙ୍ଗା Chauṡiṅgā
- ଦେ. ବି. (ସଂ. ଚତୁଃ ଶୃଙ୍ଗ) — କୋଟରା ମୃଗ, ଚାରିଶୃଙ୍ଗବିଶିଷ୍ଟ କୃଷ୍ଣସାର ମୃଗ— ବିଶେଷ — The four-horned antelope; Zetracerus Quadricornis
- ଦେ. ବି. (ସଂ. ଚତୁଃ ଶୃଙ୍ଗ) — [ଦ୍ର—ଏହାର ବର୍ଣ୍ଣ ଖଇରା, ଲୋମ କର୍କଶ, ଆକାର ଛୋଟ ଓ ପୁଚ୍ଛ ହ୍ରସ୍ୱ; ଅଣ୍ଡିରା ମୃଗର 4/5 ଅଙ୍ଗୁଳ ଲମ୍ବର ଚାରି ଗୋଟି ଶିଙ୍ଗ ହୁଏ; ମାସଂ ସୁସ୍ୱାଦୁ—ଯୋଗେଶଚନ୍ଦ୍ର।] — [ଦ୍ର—ଏହାର ବର୍ଣ୍ଣ ଖଇରା, ଲୋମ କର୍କଶ, ଆକାର ଛୋଟ ଓ ପୁଚ୍ଛ ହ୍ରସ୍ୱ; ଅଣ୍ଡିରା ମୃଗର4/5ଅଙ୍ଗୁଳ ଲମ୍ବର ଚାରି ଗୋଟି ଶିଙ୍ଗ ହୁଏ; ମାସଂ ସୁସ୍ୱାଦୁ—ଯୋଗେଶଚନ୍ଦ୍ର]
- ଦେ. ବିଣ — ଚାରି ଗୋଟି ଶୃଙ୍ଗବିଶିଷ୍ଟ — Four-horned