ଚଉରାଅଶି Chaurāaṡi

  • ଦେ. ବି. (ସଂ. ଚତୁରଶୀତି; ପ୍ରା. ଚଉରାସୀଇ) — ଅଶି ଅପେକ୍ଷା ଚାରି ଅଧିକ ସଂଖ୍ୟା; 84 — ଅଶି ଅପେକ୍ଷା ଚାରି ଅଧିକ ସଂଖ୍ୟା;84— Eighty-four
  • ଦେ. ବିଣ — 84 ସଂଖ୍ୟକ — 84ସଂଖ୍ୟକ— Numbering eighty-four