ଚଉରାଁଲବେ Chaurāñlabe

  • ଦେ. ବି. (ସଂ. ଚତୁର୍ନବତି, ପ୍ରା ଚଉଣ୍ଣବଇ) — ନବେ ଅପେକ୍ଷା 4 ଅଧିକ ସଂଖ୍ୟା; 94 — ନବେ ଅପେକ୍ଷା4ଅଧିକ ସଂଖ୍ୟା;94— 94; Ninety-four
  • ଦେ. ବିଣ — 94 ସଂଖ୍ୟକ — 94ସଂଖ୍ୟକ—Numbering 94
  • ଦେ. ବିଣ — (ଚଉରାଁ ଲୋଇ, ଚଉରାଣବେ, ଚଉରାନବେ, ଚଉରାଲବେ ଅନ୍ଯରୂପ — (ଚଉରାଁ ଲୋଇ, ଚଉରାଣବେ, ଚଉରାନବେ, ଚଉରାଲବେଅନ୍ଯରୂପ