ଚଉମୁହାଣୀ Chaumuhāṇī
- ଦେ. ବି. (ସଂ. ଚତୁର୍+ଫା, ମୁହାନା=ନଦୀର ସମୁଦ୍ରରେ ମିଳନସ୍ଥଳ) — ଯେଉଁ ସ୍ଥାନରେ ନଦୀ ଏକାଧିକ ଶାଖା ମେଲି ସମୁଦ୍ରରେ ଯାଇ ପଡ଼ିଅଛି — Delta; the place where a river branches off and falls into the sea
- ଦେ. ବି. (ସଂ. ଚତୁର୍+ଫା, ମୁହାନା=ନଦୀର ସମୁଦ୍ରରେ ମିଳନସ୍ଥଳ) — ଚୌରାସ୍ତା (ଦେଖ) — Cha̲u̲rāstā (See)