ଚଉତିଶା Chautiṡā

  • ଦେ. ବି. (ସଂ. ଚତୁସ୍ତ୍ରିଂଶ) — କ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମରେ ଆଦ୍ୟ ଅକ୍ଷର ଯୁକ୍ତ ହୋଇ ରଚିତ ହୋଇଥିବା 34 ପଦ— ବିଶିଷ୍ଟ ପଦ୍ଯ; କଉଁକ୍ଷ — କ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମରେ ଆଦ୍ୟ ଅକ୍ଷର ଯୁକ୍ତ ହୋଇ ରଚିତ ହୋଇଥିବା34ପଦ— ବିଶିଷ୍ଟ ପଦ୍ଯ; କଉଁକ୍ଷ—A becedarian poem; a poem consisting of 34 couplets beginning with the 34 letters of the alphabet from ka to ksha successively
  • ଦେ. ବି. (ସଂ. ଚତୁସ୍ତ୍ରିଂଶ) — [ଦ୍ର—ଏଥିରେ ସାଧାରଣତଃ ପଦର ଆଦ୍ୟରେ ଙ ଅକ୍ଷର ସ୍ଥାନରେ ନ, ଞ ଅକ୍ଷର ସ୍ଥାନରେ ନ, ଣ ଅକ୍ଷର ସ୍ଥାନରେ ଅ, କ୍ଷ ସ୍ଥାନରେ ଛ ଆଦ୍ୟବର୍ଣ୍ଣଯୁକ୍ତ ଶବ୍ଦ ବସିଥାଏ।]