ଚଉକିବେଈ Chaukibeī
- ପ୍ରାଦେ. (ଗଡ଼ଜାତ) ବି. ସ୍ତ୍ରୀ — ରାଜାମାନଙ୍କ ରକ୍ଷିତା ସ୍ତ୍ରୀବିଶେଷଙ୍କ ନାମ — A class of concubines
- ପ୍ରାଦେ. (ଗଡ଼ଜାତ) ବି. ସ୍ତ୍ରୀ — [ଦ୍ର—ଏହାଙ୍କୁ ରାଜା ଚଉକିରେ ବସାଇ ଗାନ୍ଧର୍ବ ବିବାହ ବିଧିରେ ସ୍ତ୍ରୀରୂପେ ଗ୍ରହଣ କରନ୍ତି। ଏହିପରି ଫୁଲ ଓ ମାଳ ଉପହାର ଦେଇ 'ଫୁଲବେଈ' ଓ 'ମାଳବେଈ'ଙ୍କୁ ରଜା ରଖନ୍ତି।]