ଚଉକିଦାର Chaukidāra

  • ଦେ. ବି. (ସଂ. ଚତୁଷ୍କ+ ଫା. ପ୍ରତ୍ୟୟ. ଦାର୍) — ଗ୍ରାମ ବା ଗୃହରକ୍ଷକ; ପହରାବାଲା — Watchman; village-chowkidar
  • ଦେ. ବି. (ସଂ. ଚତୁଷ୍କ+ ଫା. ପ୍ରତ୍ୟୟ. ଦାର୍) — [ଦ୍ର—ଏ ଶବ୍ଦ ଇଂରାଜୀଭାଷାରେ ବ୍ଯବହୃତ ହେଲାଣି।]