ଚଉକିଦାରି ଆଇନ୍ Chaukidāri āin

  • ଦେ. ବି — ବଙ୍ଗର 1870 ସାଲର 6 ଆଇନ ଯେଉଁ ଆଇନ୍ ଅନୁସାରେ ବଙ୍ଗ—ବିହାର— ଓଡ଼ିଶାରେ ବର୍ତ୍ତମାନ ଚଉକିଦାରମାନେ ଓ ପ୍ରେସିଡେଣ୍ଟ୍ ଓ ପଞ୍ଚାଏତମାନେ ନିଯୁକ୍ତ ହୋଇଅଛନ୍ତି ଓ ଚଉକିଦାରି ଟିକସ ଆଦାୟ ହେଉଅଛି — ବଙ୍ଗର1870ସାଲର6ଆଇନ ଯେଉଁ ଆଇନ୍ ଅନୁସାରେ ବଙ୍ଗ—ବିହାର— ଓଡ଼ିଶାରେ ବର୍ତ୍ତମାନ ଚଉକିଦାରମାନେ ଓ ପ୍ରେସିଡେଣ୍ଟ୍ ଓ ପଞ୍ଚାଏତମାନେ ନିଯୁକ୍ତ ହୋଇଅଛନ୍ତି ଓ ଚଉକିଦାରି ଟିକସ ଆଦାୟ ହେଉଅଛି—The Bengal Village Chowkidari act (Act 6 of 1870 A.D.)