ଚଉକା ଦେବା Chaukā debā
- ଦେ. କ୍ରି — ପାକ ପୂର୍ବରୁ ଚୁଲିର ଚାରିପାଖ ଗୋବରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିବା — To marrk out and wash a space near the cooking oven with cowdung-water before cooking
- ପ୍ରାଦେ. (କଟକ) କ୍ରି — ଦୈନିକ କାର୍ଯ୍ୟ ସ୍ୱରୂପ ବିଶେଷତଃ ପର୍ବପର୍ବାଣିରେ ଘରର ଦୁଆରମୁହଁ ପାଖ ଗୋବରମିଶା ପାଣିରେ ଲିପିବା — To smear the precincts of the door-step with cowdung and water daily and specially on festive occasions