ଚଇତନ୍ ଚୁର୍କି Chaitan churki

  • ଦେ. ବି. (ସଂ. ଚୈତନ୍ୟ+ ଚୂଡ଼କ) — ଚୈତନ୍ୟପ୍ରବର୍ତ୍ତିତ ବୈଷ୍ଣବସମ୍ପଦ୍ରାୟ ବ୍ଯକ୍ତି— ମାନଙ୍କ ମସ୍ତକାଗ୍ରର ପଛଆଡ଼େ ଥିବା ଲମ୍ବ କେଶର କ୍ଷୁଦ୍ର ଗୁଚ୍ଛ — A small tuft of long hair left in the middle of the head of the followers of Cha̲i̱tanya