ଚଇତନିଆଁ Chaitaniāñ

  • ଦେ. ବି. — ଚୈତ୍ରକାଳୀନ ଦାବାଗ୍ନି — Fire breaking out in forests in the month of Cha̲itra
  • ଦେ. ବି. — ଚୈତନ୍ୟଭକ୍ତ; ବୈଷ୍ଣବ — Ba̲i̱shṅabas
  • ଦେ. ବି. — ବନ ନାଶ କରେ ଚଇତ ନିଆଁ ବର୍ଣ୍ଣ ନାଶ କରେ ଚଇତନିଆଁ—କବିସୂର୍ଯ୍ୟ।
  • ଦେ. ବି. — ଚୈତନ୍ୟ ନାମକ ବ୍ଯକ୍ତିର ଅନାଦରବ୍ୟଞ୍ଜକ ଡାକନାମ — Name for calling Cha̲i̱tanya