ଚଇତ ପୁନେଇଁ Chaita puneiñ
- ଦେ. ବି. (ସଂ. ଚୈତ୍ରପୂର୍ଣ୍ଣିମା) — ଚୈତ୍ରପୂର୍ଣ୍ଣିମା — The full-moon of the month of Cha̲i̱tra
- ଦେ. ବି. (ସଂ. ଚୈତ୍ରପୂର୍ଣ୍ଣିମା) — [ଦ୍ର—ଏହା କେଉଟମାନଙ୍କର ପର୍ବ; କେଉଟମାନେ ଏଥିରେ ଘୋଡ଼ାର ରୂପରେ ଗୋଟିଏ ଖୋଳ କରି ଅଣ୍ଟା ପର୍ଯ୍ୟନ୍ତ ତାହା ମଧ୍ୟରେ ପଶି ଘୋଡ଼ା ଉପରେ ଚଢ଼ିବାର ଅଭିନୟ କରି ନିଜେ ନାଚିବାଦ୍ୱାରା ଘୋଡ଼ାକୁ ନଚାନ୍ତି। ସ୍ଥାନେ ସ୍ଥାନେ ଚଇତି— ଘୋଡ଼ାମାନଙ୍କର ମେଳନ ହୁଏ।]