ଚଅଁରଡ଼ିହ ମାରିବା

  • ଦେ. କ୍ରି. (ପ୍ରତିଦ୍ୱନ୍ଦୀ ପାଲାବାଲାଦଳର ଗାୟକ) — ଚାମରର ମୂଳ ବା ବେଣ୍ଟଦ୍ୱାରା ଅପର ପକ୍ଷକୁ ଡିହ ମାରିବାର ବା ଭୁଷିବାର ଅଭିନୟ କରିବା।