ଚଅଁରା ଭଅଁରା Cha-añrā bha-añrā

  • ଦେ. ବି. (ଅର୍ଥହୀନ ପ୍ରୟୋଗ; ଅନାଦର ବ୍ୟଞ୍ଜକ) — ଢଗରେ ବ୍ଯବହୃତ ସମଧର୍ମା ଓ ସମକର୍ମା ଦୁଇ ଭାଇ ବା ସଙ୍ଗୀ — Two boon companions or brothers; companions always moving together (names of 2 brothers in the folktales)