ଚଅଁରମୁଠା Cha-añra muṭhā

  • ଦେ. ବି. (ସଂ. ଚମର+ମୁଷ୍ଟି) — ପୂଜା କରୁଥିବା ସମୟରେ ପାଲାବାଲାମାନେ ଯେଉଁ ଚଅଁର ବ୍ଯବହାର କରନ୍ତି — Chowrie used by the chanting performers of pālā
  • ଦେ. ବି. (ସଂ. ଚମର+ମୁଷ୍ଟି) — ଚାମରର କେଶଗୁଚ୍ଛ ଏକତ୍ର ବନ୍ଧାଯାଇ ଯେଉଁ ସ୍ଥାନରେ ବେଣ୍ଟ ସଙ୍ଗେ ସଂଯୁକ୍ତ କରାଯାଇଥାଏ — The place where the root of the tied bunch of hair of a chowrie is linked to the handle