ଚଅଁରଝାଡ଼ୁ Cha-añrajhāṟḍ̠u

  • ଦେ. ବି. (ସଂ. ଚମର+ ସଂ. ଜଟ କିମ୍ବା ଝାଟ) — ଚଅଁର ପରି ଦେଖାଯିବା ଏକପ୍ରକାର ତୃଣର ପୁଷ୍ପଗୁଚ୍ଛରେ ନିର୍ମିତ ଗୃହମାର୍ଜନୀବିଶେଷ; ଫୁଲଝାଡ଼ୁ — A kind of broom looking like a chowrie made of hair-like filaments of Broom-grass (Sorghum Vulgare)