ଚଅଁର ଢାଳିବା Cha-añra ḍhāḻibā

  • ଦେ. କ୍ରି. (ସଂ. ଚମର+ ଦୋକାନ) — ଚାମର ଇତସ୍ତତଃ ସଞ୍ଚାଳନ କରିବା; ଚାମରଦ୍ୱାରା ବିଞ୍ଚିବା — To fan with a chowrie