ଘ Gha

  • ସଂ. ବି (ହନ୍ ଧାତୁ=ଆଘାତ କରିବା+କର୍ମ. ଅ) — ଘଣ୍ଟା — Bell
  • ସଂ. ବି (ହନ୍ ଧାତୁ=ଆଘାତ କରିବା+କର୍ମ. ଅ) — ଘଣ୍ଟାଧ୍ୱନି — Sound of bells striking
  • ସଂ. ବି (ହନ୍ ଧାତୁ=ଆଘାତ କରିବା+କର୍ମ. ଅ) — ଚକ୍ରାଦିରେ ଘର୍ଘର ଶବ୍ଦ — Rattling noise of moving wheels
  • ସଂ. ବି (ହନ୍ ଧାତୁ=ଆଘାତ କରିବା+କର୍ମ. ଅ) — ଘୁଙ୍ଗୁରର ଶବ୍ଦ — Tinkling sound of small bells
  • ସଂ. ବି (ହନ୍ ଧାତୁ=ଆଘାତ କରିବା+କର୍ମ. ଅ) — ବତ୍ସର; ବର୍ଷ — Year