ଘଡ଼ୋଞ୍ଚି Ghaṟḍ̠on̄chi

  • ଦେ. ବି. (ସଂ. ଘଟ) — ପାଣିକୁ ଛାଣି ପିଇବା ପାଣି ବାହାର କରିବା ପାଇଁ ଉପର୍ଯ୍ୟୁପରି 3 ଟି ମାଠିଆ ଯେଉଁ ତିନିଗୋଡ଼ିଆ ଘୋଡ଼ଚି ଉପରେ ରଖାଯାଏ — ପାଣିକୁ ଛାଣି ପିଇବା ପାଣି ବାହାର କରିବା ପାଇଁ ଉପର୍ଯ୍ୟୁପରି3ଟି ମାଠିଆ ଯେଉଁ ତିନିଗୋଡ଼ିଆ ଘୋଡ଼ଚି ଉପରେ ରଖାଯାଏ— A tripod for filtering drinking water through 2 or 3 pitchers kept one over the other