ଘଡ଼ିକେ ପହରକେ Ghaṟḍ̠ike paharake

  • ଦେ. କ୍ରି. ବିଣ. (ସହଚର) — ବହୁ ସମୟ ବ୍ଯବଧାନରେ — At long intervals
  • ଦେ. କ୍ରି. ବିଣ. (ସହଚର) — ଘଡ଼ିକେ ପହରକେ ଗୋଟିଏ ଦୀର୍ଘନିଶ୍ୱାସ ପକାଉଛନ୍ତି। ନୀଳକଣ୍ଠ ଦାଶ—ପିଲାଙ୍କ ରାମାୟଣ।