ଘଡ଼ିକି ଘଡ଼ି Ghaṟḍ̠iki ghaṟḍ̠i

  • ଦେ. କ୍ରି. ବିଣ — କ୍ଷଣକୁ କ୍ଷଣ; ପ୍ରତି ମୁହୂର୍ତ୍ତରେ — Every moment
  • ଦେ. କ୍ରି. ବିଣ — ସର୍ବଦା; ହରଘଡ଼ି — Always
  • ଦେ. କ୍ରି. ବିଣ — ଓଶକା କଢ଼ି। ମନେ ପଡ଼ୁଥିବ ଘଡ଼କି ଘଡ଼ି । ଢଗ।
  • ଦେ. କ୍ରି. ବିଣ — ବାରମ୍ବାର — Repeatedly