ଘଡ଼ଘଡ଼ାଇବା Ghaṟḍ̠aghaṟḍ̠āibā
- ଦେ. କ୍ରି. (ଧ୍ୱନ୍ୟକରଣ) — ଶ୍ଳେଷ୍ମାରୋଧ ଯୋଗୁଁ କଣ୍ଠ ବାଟେ ଘଡ଼ଘଡ଼ ଶବ୍ଦ କରିବା — To emit a rattling sound through the throat (due to the windpipe being choked by phlegm)
- ଦେ. କ୍ରି. (ଧ୍ୱନ୍ୟକରଣ) — ମୃତ୍ୟୁ ପୂର୍ବରୁ ଘଡ଼ଘଡ଼ ଶବ୍ଦ କରିବା — To emit the death-rattle