ଘ୍ରାଣିବା Ghrāṇibā

  • ଦେ. (ପଦ୍ଯ) କ୍ରି (ସଂ. ଘ୍ରା ଧାତୁ) — ଶୁଂଘିବା — To smell
  • ଦେ. (ପଦ୍ଯ) କ୍ରି (ସଂ. ଘ୍ରା ଧାତୁ) — ନିଜେ ପୁଷ୍ପାକର ସେ ଦିବ୍ୟ ସୌରଭ ଘ୍ରାଣି ନ ଥିବେ ସ୍ୱପନେ—ରାଧାନାଥ. ଯଯାତି।